Editor's note

ରାହୁଲ ରାମନାଥନ ହେଉଛନ୍ତି ଅହମ୍ମଦାବାଦରେ ଥିବା ଆନନ୍ଦ ନିକେତନ ବିଦ୍ୟାଳୟ (ସାଟେଲାଇଟ୍)ର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ସେ ଯେତେବେଳେ ୮୦୦ କିଲୋମିଟର ପଦଯାତ୍ରା କରି ଘରେ ପହଞ୍ଚିଥିବା ପ୍ରବାସୀ ଶ୍ରମିକଙ୍କ କାହାଣୀ ପଢ଼ିଲେ, ସେ ଏହି ଚିତ୍ର କରିବା ଲାଗି ଅନୁପ୍ରାଣିତ ହୋଇଥିଲେ। ସେ କୁହନ୍ତି : “ମୁଁ ଏହି ପ୍ରସଙ୍ଗଟି ପଢ଼ିବା ସମୟରେ ମୋତେ ଲାଗିଲା ଯେପରି ମୁଁ ଏହାର ସଚ୍ଚିତ୍ର ନକ୍ସା ଆଙ୍କୁଛି।” ପରୀ ପାଇଁ ଜୟଦୀପ ହାର୍ଦ୍ଦିକରଙ୍କ ଦ୍ୱାରା ରଚିତ ‘ଲାଗୁଥିଲା ଯେମିତି ସାରା ଦେଶ ଚାଲୁଅଛି’ ଜାନୁଆରୀ ୫, ୨୦୨୧ରେ ପ୍ରକାଶିତ ହୋଇଥିଲା, ଏହାକୁ ଆଧାର କରି ସେ ବିସ୍ତୃତ ଭାବେ ସହର, ରେଳଧାରଣା ଓ ନଦୀଗୁଡ଼ିକର ସଚ୍ଚିତ୍ର ନକ୍ସା ଆଙ୍କିଥିଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛିଓଡ଼ିଶାଲାଇଭ୍ ହେଉଛି  ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଯୋଗାଯୋଗ ଏଜେନ୍ସିଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ